ଐନ୍ଦ୍ରା A̲i̱ndrā
- ସଂ. ବି. ସ୍ତ୍ରୀ (ଇନ୍ଦ୍ର+ସ୍ୱାର୍ଥ. ଅ+ସ୍ତ୍ରୀ. ଅ) — ଇନ୍ଦ୍ରାଣୀ; ଶଚୀ — The wife of Indra
- ସଂ. ବି. ସ୍ତ୍ରୀ (ଇନ୍ଦ୍ର+ସ୍ୱାର୍ଥ. ଅ+ସ୍ତ୍ରୀ. ଅ) — ପୂର୍ବଦିଗ — The East
- ସଂ. ବି. ସ୍ତ୍ରୀ (ଇନ୍ଦ୍ର+ସ୍ୱାର୍ଥ. ଅ+ସ୍ତ୍ରୀ. ଅ) — ଶକ୍ତିବିଶେଷ — Name of a Ṡakti or creative energy
- ସଂ. ବି. ସ୍ତ୍ରୀ (ଇନ୍ଦ୍ର+ସ୍ୱାର୍ଥ. ଅ+ସ୍ତ୍ରୀ. ଅ) — ଜ୍ୟେଷ୍ଠା ନକ୍ଷତ୍ର — The 18th of the lunar constellation of Hindu astronomy