ଐନ୍ଦ୍ରି A̲i̱ndri
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ଇନ୍ଦ୍ରପୁତ୍ର ଜୟନ୍ତ — Son of Indra-Jayanta
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ବାଳୀ — Bāḻī
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ସୁଗ୍ରୀବ — Sugrība
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ଅର୍ଜୁନ — Arjuna
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — କାକ; କୁଆ — Crow; raven
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ବିଛୁଆତି (ଗଛ) (ହରେକୃଷ୍ଣ. ଦ୍ରବ୍ୟଗୁଣ) — The stinging nettle
- ସଂ. ବି (ଇନ୍ଦ୍ର+ଅପତ୍ୟାର୍ଥରେ. ଇ) — ବିମ୍ବଫଳ; ଗୋରେଖ କାକୁଡ଼ି (ହରେକୃଷ୍ଣ. ଦ୍ରବ୍ୟଗୁଣ) — A kind of fruit