ଐନ୍ଦ୍ରୀ A̲i̱ndrī

  • ସଂ. ବି. ସ୍ତ୍ରୀ (ଇନ୍ଦ୍ର+ଅ+ସ୍ତ୍ରୀ. ଆ) — ଇନ୍ଦ୍ର ଶକ୍ତି — The energy of Indra
  • ସଂ. ବି. ସ୍ତ୍ରୀ (ଇନ୍ଦ୍ର+ଅ+ସ୍ତ୍ରୀ. ଆ) — ବଜ୍ର; କୁଳିଶ — Thunderbolt