ଐନ୍ଦବ A̲i̱ndaba
- ସଂ. ବିଣ (ଇନ୍ଦୁ=ଚନ୍ଦ୍ର+ଅ) — ଚନ୍ଦ୍ର ସମ୍ବନ୍ଧୀୟ — Lunar; relating to the moon
- ସଂ. ବି — ମୃଗଶିରା ନକ୍ଷତ୍ର — The fifth of the 27 constellations of Hindu Astronomy
- ସଂ. ବି — ଚାନ୍ଦ୍ରାୟଣ ବ୍ରତବିଶେଷ — A kind of penance or vow
- ସଂ. ବି — ଚାନ୍ଦ୍ର ମାସ — Lunar month