ଏସରାଜ୍ Esrāj

  • ବୈଦେ. ବି. (ଆ) — ସୁତନ୍ତ୍ରିବାଦ୍ୟ — A stringed musical instrument
  • ବୈଦେ. ବି. (ଆ) — [ଦ୍ର—ଏହା ପିତଳ ଓ ଲୁହା ତାରଯୁକ୍ତ ବାଦ୍ୟ ଓ ଘୋଡ଼ା ବାଳର କମାଣି ଘସା ହେଲେ ବାଜେ।]