ଏସାତେସା Esātesā

  • ଦେ.କ୍ରି. ବିଣ (ହିନ୍ଦି) — ଏପରି ସେପରି; ଏ ପ୍ରକାର କିମ୍ବା ସେ ପ୍ରକାରେ — In this way or that
  • ଦେ. ବି — ଅନିଶ୍ଚିତ ଉତ୍ତର; ଯା ବୋଲି ତା — Prevaricating talk; uncertain reply
  • ଦେ. ବି — (ଯଥା—ଏସାତେସା ବତାଇବା; ଏସାତେସା କହିବା।)