ଏସରିକି Esariki

  • ଦେ. ଅ. — ଏତେସରିକି (ଦେଖ) — Etesariki (See)
  • ଦେ. ଅ. — ଏପରି — Being reduced to the condition; thus; like this
  • ଦେ. ଅ. — ହେଲିନି ଯେ କୁନ୍ଦକଳିଦଶନା ଏସରିକି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ତ. ଗୀତ।
  • ଦେ. ଅ. — ଏ ସ୍ଥାନ ପର୍ଯ୍ୟନ୍ତ — Upto this place
  • ଦେ. ଅ. — ଏ କାଳ ପର୍ଯ୍ୟନ୍ତ — Upto this time