ଏସମ Esama

  • ଦେ. ଅ (ସଂ. ଏତତ୍+ସମ) — ଏପରି; ଏମନ୍ତ — Like this
  • ଦେ. ଅ (ସଂ. ଏତତ୍+ସମ) — ଏସମ ମଣଇ, ପ୍ରସନ୍ନ ସମ ଆନ ନ ଗଣଇ—ଭଞ୍ଜ. ପ୍ରେମସୁଧାନିଧି।