ଏକେଏକେ Ekeeke

  • ଦେ. କ୍ରି. ବିଣ — ଜଣ ଜଣ କରି; ପ୍ରତ୍ୟେକେ — One by one; each
  • ଦେ. କ୍ରି. ବିଣ — ଏକେ ଏକେ ଏକେ ବୋଲି ପୁଚ୍ଛୁଥିବି। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. କ୍ରି. ବିଣ — ଗୋଟି ଗୋଟି କରି; ପୃଥକ୍ ପୃଥକ୍ — Separately
  • ଦେ. କ୍ରି. ବିଣ — ତାହା କହିବା ଏକେ ଏକେ ପ୍ରସ୍ତାବେ ତୋହର ସମ୍ମୁଖେ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. ବିଣ — ପରସ୍ପର — Mutual
  • ଦେ. କ୍ରି. ବିଣ — କହନ୍ତି ଏକେ ଏକେ ଚାହିଁ ଏମନ୍ତ ଦେଖିଲାତ ନାହିଁ। ଜଗନ୍ନାଥ. ଭାଗହତ।