ଏକେଏକ Ekeeka

  • ଦେ. କ୍ରି. ବିଣ — ଗୋଟି ଗୋଟି ହୋଇ — One by one
  • ଦେ. କ୍ରି. ବିଣ — ପ୍ରତ୍ୟେକ — Each
  • ଦେ. କ୍ରି. ବିଣ — ହଂସ ସରାଳୀ ଚକ୍ରବାକ, କରନ୍ତି କେଳି ଏକେ ଏକ। ଭୂପତି. ପ୍ରେମପଞ୍ଚାମୃତ।