ଏକେକ Ekeka

  • ଦେ. କ୍ରି. ବିଣ. (ସଂ. ଏକୈକ) — ପ୍ରତ୍ୟେକରେ — In each
  • ଦେ. କ୍ରି. ବିଣ. (ସଂ. ଏକୈକ) — ଅନେକ ଆଦିତ୍ୟର ଜ୍ୟୋତି, ଏକେକ ମଣି ଝଟକନ୍ତି। ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି. ବିଣ. (ସଂ. ଏକୈକ) — ଗୋଟିକୁ ଗୋଟିଏ; ଜଣକୁ ଗୋଟିଏ ଲେଖାଁଏ — One to each
  • ଦେ. କ୍ରି. ବିଣ. (ସଂ. ଏକୈକ) — ବ୍ରହ୍ମାକେ ଏକେକ ଜଗତ। ଭୂପତି. ପ୍ରେମପଞ୍ଚାମୃତ।