ଏକେଶ୍ୱର Ekeṡwara

  • ସଂ. ବି. (ଏକ+ଈଶ୍ୱର) — ଏକମାତ୍ର ଈଶ୍ୱର; ପରମେଶ୍ୱର — The one God; the Supreme Power
  • ସଂ. ବି. (ଏକ+ଈଶ୍ୱର) — କୌଣସି କାର୍ଯ୍ୟରେ ଏକମାତ୍ର ପ୍ରଭୁ ବା ମାଲିକ — The paramount authority
  • ସଂ. ବିଣ — ଏକଲା; ଏକାକୀ — Alone
  • ସଂ. ବିଣ — ଆପଣାର ଶକ୍ତି ଉପରେ ନିର୍ଭରଶୀଳ; ସାହାଯ୍ୟନିରପେକ୍ଷ — Self-reliant; Depending on one's self alone
  • ସଂ. ବିଣ — ସମସ୍ତଙ୍କୁ ନିବାରିଲା କର୍ଣ୍ଣ ଏକଶ୍ୱର। ରାଧାନାଥ. ବେଣୀସଂହାର।
  • ସଂ. ବିଣ — ଏକମାତ୍ର ପ୍ରଭୁ ବା ରାଜାଙ୍କ ଅଧିକାରରେ ଥିବା — Under the control or supremacy of one master or king