ଏକାନ୍ତ Ekanta

  • ଦେ. ଅ (ସଂ. ଏକାନ୍ତ) — ଏକଦିଗରେ — On one side
  • ଦେ. ଅ (ସଂ. ଏକାନ୍ତ) — ଏକକୁ ଆରେକ ଲାଗିଥିବା — Touching one another
  • ଦେ. ଅ (ସଂ. ଏକାନ୍ତ) — ପ୍ରାନ୍ତ ଭାଗରେ ପରସ୍ପର ସଂଲଗ୍ନ — Jointed together by the end