ଏକାନ୍ତତଃ Ekāntataḥ

  • ସଂ. କ୍ରି. ବିଣ (ଏକାନ୍ତ+ତସ୍) — ଏକାନ୍ତରେ; ଏକପାଖରେ — Aside; on one side
  • ସଂ. କ୍ରି. ବିଣ (ଏକାନ୍ତ+ତସ୍) — ନିଶ୍ଚିତରେ; ନିଶ୍ଚିତରୂପେ — Certainly