ଏକାନବେ Ekānabe

  • ଦେ. ବି.—(ସଂ. ଏକାନବତି) — ନବେ ଉପରେ ଏକ ଅଧିକ ସଂଖ୍ୟା; 91 ସଂଖ୍ୟା — ନବେ ଉପରେ ଏକ ଅଧିକ ସଂଖ୍ୟା;91ସଂଖ୍ୟା— The number ninety-one
  • ସଂ. ବିଣ. — 91 ସଂଖ୍ୟକ — 91ସଂଖ୍ୟକ— Numbering 91