ଏକାଧାରରେ Ekādhārare

  • ଦେ. କ୍ରି. ଅ — ଏକସ୍ଥାନରେ — At one place
  • ଦେ. କ୍ରି. ଅ — ଏକ ମାତ୍ର ବ୍ୟକ୍ତିଠାରେ — In one and the same person
  • ଦେ. କ୍ରି. ଅ — (ଯଥା—ବର୍ତ୍ତମାନ ମୋର ଅତିଥି ମତେ ଏକାଧାରରେ ଗୃହଶିକ୍ଷକ, ପରାମର୍ଶଦାତା, ଚିଫସେକ୍ରେଟେରୀ ଓ ମହାପ୍ରସାଦ— ବନ୍ଧୁରୂପେ ପାଇଅଛନ୍ତି।)