ଏକରୋକା Ekarokā

  • ବୈଦେ. ବିଣ. (ଆ. ଏକରୁକା) — (ଶାଲ) ଯାହାର ଗୋଟିଏ ମୁହଁ ବା ସଦର ପାଖ ଥାଏ; ଯାହାର ଗୋଟିଏ ସଦର ଓ ଗୋଟିଏ ମଫସଲ୍ ପାଖ ଥାଏ; ଏକାମୁହାଁ — One-sided; single-faced (shawl)