ଏକରୁଣ୍ଡ Ekaruṇḍa

  • ଦେ. ବିଣ. — ଏକଠୁଳ; ଏକତ୍ର — Gethered together
  • ଦେ. ବିଣ. — ଯେଉଁଠାରେ ପଡ଼ିଅଛି ଅଞ୍ଜନାନନ୍ଦନ ଏକରୁଣ୍ଡ ହୋଇଣ ମିଳିଲେ ଦେବଗଣ। ସାରଳାମହାଭାରତ. ପର୍ବଖଣ୍ଡ।