ଏକରୂପ Ekarūpa
- ସଂ. ବିଣ (ବହୁବ୍ରୀହି; ଏକ+ରୂପ) — ସମରୂପବିଶିଷ୍ଟ; ତୁଲ୍ୟରୂପ — Of the same shape or form; similar
- ସଂ. ବିଣ (ବହୁବ୍ରୀହି; ଏକ+ରୂପ) — ଏକପ୍ରକାରର — Of one kind
- ସଂ. ବି — ସମାନ ଆକାର — Same form
- ଦେ. କ୍ରି. ବିଣ. — ଏକପ୍ରକାରେ — In a manner; in a way
- ଦେ. କ୍ରି. ବିଣ. — ସମାନରୂପେ — In a similar manner
- ଦେ. କ୍ରି. ବିଣ. — ଯେନ କେନ ପ୍ରକାରେ — Anyhow