ଏକଚଟିଆ Ekachaṭiā

  • ଦେ. ବିଣ. — (ସଂ. ଏକ+ଚାଟ=ସର୍ବତୋଭାବେ)
  • ଦେ. ବିଣ. — ଯେଉଁ ବାଣିଜ୍ୟ ବିଷୟରେ ରାଜାଦେଶ ଦ୍ୱାରା ଏକମାତ୍ର ବ୍ୟକ୍ତି କୌଣସି ପଣ୍ୟ ଦ୍ରବ୍ୟରେ କାରବାର କରିବାକୁ ଅଧିକାର ପାଇଥାଏ — 1. Monopolized (trade)
  • ଦେ. ବିଣ. — ଜଣକର ଅଧିକାରରେ ରକ୍ଷିତ — In the exclusive possession of one person
  • ଦେ. ବି — ରାଜାଦେଶରେ କୌଣସି ଏକମାତ୍ର ପଣ୍ୟଦ୍ରବ୍ୟରେ ରାଜ୍ୟତମାମ୍ ବାଣିଜ୍ୟ କରିବାକୁ ଏକ ମାତ୍ର ବ୍ୟକ୍ତି ପାଇଥିବା ଅଧିକାର — Monopoly