ଏକଚକ୍ର Ekachara

  • ସଂ. ବି. (ବହୁବ୍ରୀହି; ଏକ+ଚକ୍ର) — ଏକଚକ୍ରବିଶିଷ୍ଟ ରଥ — One Wheeled vehicle
  • ସଂ. ବି. (ବହୁବ୍ରୀହି; ଏକ+ଚକ୍ର) — ସୂର୍ଯ୍ୟଙ୍କର ରଥ — The imaginary one-wheeled car of the Sun-God
  • ସଂ. ବି. (ବହୁବ୍ରୀହି; ଏକ+ଚକ୍ର) — ଗଣ୍ଡାର — Rhinoceres
  • ସଂ. ବିଣ. — ଏକ ଚକ୍ରବିଶିଷ୍ଟ — One-wheeled