ଏକଚକ୍ରା Ekachakrā
- ସଂ. ବି. ସ୍ତ୍ରୀ. (ଏକ+ଚକ୍ର+ସ୍ତ୍ରୀ. ଆ) — ଗଣ୍ଡା ନାମକ ଜନ୍ତୁ — Rhinoceres
- ସଂ. ବି. ସ୍ତ୍ରୀ. (ଏକ+ଚକ୍ର+ସ୍ତ୍ରୀ. ଆ) — ନଗରୀବିଶେଷ (ଏଠାରେ ଭୀମ ବକାସୁରକୁ ବଧ କରି ଥିଲେ। ଏହା ଆଧୁନିକ ପାଟନା ଜିଲ୍ଲାର ଅନ୍ତର୍ଗତ) — A town of ancient India, situated in the (modern) district of Patna
- ସଂ. ବି. ସ୍ତ୍ରୀ. (ଏକ+ଚକ୍ର+ସ୍ତ୍ରୀ. ଆ) — ଏକଚକ୍ର; ନଗରେ ବକ ରାକ୍ଷସ ମାରି। ସାରଳାମହାଭାରତ. ବିରାଟ।
- ସଂ. ବି. ସ୍ତ୍ରୀ. (ଏକ+ଚକ୍ର+ସ୍ତ୍ରୀ. ଆ) — [ଦ୍ର—ଜତୁ ଗୃହ ଦାହରୁ ପଳାଇ ଯାଇ ପଞ୍ଚପାଣ୍ଡବ ମାତାଙ୍କ ସହିତ ଏଠାରେ କିଛି ଦିନ ବାସ କରି ଥିଲେ ଓ ଏହିଠାରେ ଭୀମ ବକାସୁରକୁ ବଧ କରିଥିଲେ। ଏହା ଆଧୁନିକ ପାଟଣା ବିଭାଗର ଛପରା ଜିଲ୍ଲାର ଅନ୍ତର୍ଗତ।]