ଏକଚର୍ଯ୍ୟା Ekacharj̄yā

  • ସଂ. ବି. (ଏକ+ଚର ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ଅସହାୟ ଗମନ — Solitary walk
  • ସଂ. ବି. (ଏକ+ଚର ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ଏକାକୀ ହୋଇ ଗମନ କରିବା — Walking alone