ଏକଇରବଳା Ekaira baḻā

  • ଗ୍ରା. ବି. — ଏକମାତ୍ର ବାଳକ; ଏକମାତ୍ର ପୁତ୍ର — A single son of parents
  • ଗ୍ରା. ବି. — ଜୟ ଚଣ୍ଡିକା ଗୋ ମଙ୍ଗଳା; ରଖ ମୋ ଏକଇରବଳା। ଜଗନ୍ନାଥ. ଭାଗବତ.।