ଏକଉଁ Ekauñ
- ଦେ. ଅ. (ସଂ. ଏକତଃ) — ଏକଇ; ଏକପକ୍ଷରେ — On the one hand
- ଦେ. ଅ. (ସଂ. ଏକତଃ) — ଏକତା; ପ୍ରଥମତଃ; ପହିଲେ — Firstly
- ଦେ. ଅ. (ସଂ. ଏକତଃ) — ଏକଉଁ କାଳୀ, ପିନ୍ଧିଛି କାଚ କୋଚିଲା ମାଳି, ପିନ୍ଧିଅଛି ପୁଣି ନେଳିଆ ଶାଢୀ; ତହିଁରେ ହୋଇଛି ରାନ୍ଧଣା ପାଳି—ଢଗ।
- ଦେ. ଅ. (ସଂ. ଏକତଃ) — ଏକହୁଁ; ଏକ ବ୍ୟକ୍ତି ବା ବସ୍ତୁ ଠାରୁ — From one person or thing