ଏକଇ Ekai
- ଦେ. ବିଣ. (ସଂ. ଏକ+ହି) — ଏକମାତ୍ର; ଏକହିଁ — One only
- ଦେ. ବିଣ. (ସଂ. ଏକ+ହି) — ଏକଇ ଜନ ଅପରାଧେ, ଅନେକ ମାରୁ କିପାଁ ଯୁଦ୍ଧେ। ଜଗନ୍ନାଥ. ଭାଗବତ।
- ଦେ. ବିଣ. (ସଂ. ଏକ+ହି) — ଏକରୂପ; ସମାନ; ଅଭିନ୍ନ — Identical; the same
- ଦେ. ବିଣ. (ସଂ. ଏକ+ହି) — ଈଶ୍ୱର ଜୀବ ଯେ ସଂସାର, ଏ ସର୍ବ ଏକଇ ପ୍ରକାର। ଜଗନ୍ନାଥ. ଭାଗବତ।
- ଦେ. ବିଣ. (ସଂ. ଏକ+ହି) — ଏକାକୀ — Single
- ଦେ. ବିଣ. (ସଂ. ଏକ+ହି) — ତୋ ମାଆର ତୁ ଏକଇ ବଳା; ଯେଣୁ ତୁ ଆସିଛୁ ତେଣିକି ପଳା। ଶିଶୁଗୀତ।
- ଦେ. ବିଣ. (ସଂ. ଏକ+ହି) — ଗୋଟିଏ; ଏକ — one
- ଦେ. ବିଣ. (ସଂ. ଏକ+ହି) — ଏରୂପେ ଭେଦ ଭାବ ବହି; ଏକଇ ରସ ନାନା ଥାଇ। ଜଗନ୍ନାଥ. ଭାଗବତ. 3 ୟ। — ଏରୂପେ ଭେଦ ଭାବ ବହି; ଏକଇ ରସ ନାନା ଥାଇ ଜଗନ୍ନାଥ. ଭାଗବତ.3ୟ