ଏକଓଡ଼ିଆ Ekaoṟḍ̠iā

  • ଦେ. ବିଣ — ଯେଉଁ କ୍ଷେତ୍ରରେ ଲଙ୍ଗଳଦ୍ୱାରା ଥରେ ମାତ୍ର ହଳ କରା ଯାଇ ଥାଏ — (a field) Which has been ploughed once only
  • ଦେ. ବିଣ — ଯେଉଁ ଫସଲରେ ଏକ ଓଡ଼ ମାତ୍ର ଚାଷ ଲୋଡ଼ାହୁଏ — (crop) Requring single ploughing