ଋତୁବତୀ Ṛutubatī

  • ଦେ. ବିଣ.—(ସଂ. ଋତୁମତୀ) — ଋତୁମତୀ (ଦେଖ) — Ṛutumatī (See)
  • ଦେ. ବିଣ.—(ସଂ. ଋତୁମତୀ) — ଜାଣି ନୋହେ ପ୍ରତି ପ୍ରତୀକ ସେ ଋତୁବତୀ। ବତିଶାର୍ଧନୟସୀ ପୀରତି ରତି। ଭଞ୍ଜ. ପ୍ରେମସୁଧାନିଧି।