ଋତୁପର୍ଣ୍ଣ Ṛutaparṇṇa

  • ସଂ. ବି. (ନାମ) (ଋତୁ+ପର୍ଣ୍ଣ) — ଅଯୋଧ୍ୟାର ରାଜା (ନଳ ରାଜା ଏହାଙ୍କ ନିକଟରେ ଅଶ୍ବଚାଳକରୂପେ ଛଦ୍ମ ବେଶରେ ରହିଥିଲେ; ନଳଙ୍କୁ ଏ ପଶାଖେଳରେ କୌଶଳ ଶିଖାଇ ଥିଲେ।) — A king of Aj̄odhayā whom king Naḻa served as a coach man for some time in disguise