ଋତୁଯାଜୀ Ṛutuj̄ājī

  • ସଂ. ବି. ପୁଂ. (ଋତୁ+ଯଜ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ; ଯେ ଋତୁ ଅନୁସାରେ ଯାଗ କରେ) — ଯେଉଁ ବ୍ରାହ୍ମଣ ଶାସ୍ତ୍ରନିର୍ଧାରିତ ଋତୁରେ ଯଜ୍ଞାଦି ସାଧନ କରନ୍ତି — Performer of sacrificial rites in due seasons
  • ସଂ. ବି. ପୁଂ. (ଋତୁ+ଯଜ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ; ଯେ ଋତୁ ଅନୁସାରେ ଯାଗ କରେ) — ପୁରୋହିତ — Priest