ଋତୁପର୍ଯ୍ୟାୟ Ṛutuparj̄yāya

  • ସଂ. ବି. ( 6 ଷ୍ଠୀ ତତ୍; ଋତୁ+ପର୍ଯ୍ୟାୟ=ନିୟମିତ ଘଟଣା) — ଷଡ଼ଋତୁଙ୍କର ଏକର ପରେ ଅନ୍ୟ ଋତୁ ଘଟିବାରୂପ ନିୟମିତ ଘଟଣା — The regular succession or cycle of the seasons
  • ସଂ. ବି. ( 6 ଷ୍ଠୀ ତତ୍; ଋତୁ+ପର୍ଯ୍ୟାୟ=ନିୟମିତ ଘଟଣା) — ସ୍ତ୍ରୀ ମାନଙ୍କର ଋତୁକାଳର ନିୟମିତ ଆବିର୍ଭାବ — The menstrual cycle in the females
  • ସଂ. ବି. ( 6 ଷ୍ଠୀ ତତ୍; ଋତୁ+ପର୍ଯ୍ୟାୟ=ନିୟମିତ ଘଟଣା) — [ଦ୍ର—ଏହା ପ୍ରତି ମାସରେ ଥରେ ଘଟେ।]