ଋଜୁକାୟ Ṛujukāya
- ସଂ. ବିଣ. ପୁଂ. (ବହୁବ୍ରୀହି; ଋଜୁ+କାୟ) — ଯାହାର ଦେହ ଠିଆବାଗରେ ସିଧା — Of erect from; of upright shape
- ସଂ. ବିଣ. ପୁଂ. (ବହୁବ୍ରୀହି; ଋଜୁ+କାୟ) — ଯାହାର ଦେହ ଲମ୍ବରେ ସରଳରେଖା ପରି — Having a long and straight body
- ସଂ. ବି. (ନାମ) — କଶ୍ୟପଋଷି — The sage Kaṡyapa