ଋଜୁରୋହିତ Ṛujurohita

  • ସଂ. ବି. (ଋଜୁ+ରୋହିତ) — ମେଘ ପ୍ରତିଫଳିତ ରେଖାକାର ରବିରଶ୍ମି; ଏକ ପ୍ରକାର ଇନ୍ଦ୍ରଧନୁ; ରୁଇ; ରୋଇ (ଏହା ଇନ୍ଦ୍ରଧନୁ ପରି ସମ୍ପୂର୍ଣ୍ଣ ଗୋଲ ଦେଖା ନ ଯାଇ ସରଳରେଖା ପରି ଦେଖାଯାଏ।) — A kind of rainbow which appears straight