ଋଜୀଷ Ṛujīsha
- ସଂ. ବି. (ଋଜ ଧାତୁ=ଭାଜିବା+ଅଧିକରଣ. ଈଷ; ଯହିଁରେ ପିଠା ଭଜାଯାଏ) — ପିଠା ଭାଜିବା ପାତ୍ର ଢେଲଉଣୀ; କରେଇ — Frying pan
- ସଂ. ବି. (ଋଜ ଧାତୁ=ଭାଜିବା+ଅଧିକରଣ. ଈଷ; ଯହିଁରେ ପିଠା ଭଜାଯାଏ) — ଧନ — Riches
- ସଂ. ବି. (ଋଜ ଧାତୁ=ଭାଜିବା+ଅଧିକରଣ. ଈଷ; ଯହିଁରେ ପିଠା ଭଜାଯାଏ) — ନରକବିଶେଷ — The name of a hell of the Hindus