ଋଜୀକ Ṛujīka

  • ସଂ. ବି. ପୁଂ. (ଋଜ ଧାତୁ=ଗମନ କରିବା+କର୍ତ୍ତୃ. ଈକ) — ଇନ୍ଦ୍ର — God Indra
  • ସଂ. ବି. ପୁଂ. (ଋଜ ଧାତୁ=ଗମନ କରିବା+କର୍ତ୍ତୃ. ଈକ) — ଧୂମ — Smoke