ଋଗ୍ବେଦୀ Ṛugbedī
- ସଂ. ବିଣ. ପୁଂ. (ଋଗ୍ବେଦ+ଇନ୍; 1 ମା. 1 ବ.) — ଋଗ୍ବେଦ ଅଧ୍ୟୟନକାରୀ — Studying the Ṛugbeda
- ସଂ. ବିଣ. ପୁଂ. (ଋଗ୍ବେଦ+ଇନ୍; 1 ମା. 1 ବ.) — ଯେଉଁ ବ୍ରାହ୍ମଣର ଦୈନନ୍ଦିନ କ୍ରିୟା ଓ ମନ୍ତ୍ରାଦି ଋଗ୍ବେଦାନୁସାରେ ଅନୁଷ୍ଠିତ ହୁଏ — (a Brāhmaṇa) Whose rituals are performed according to the rules and formulae laid down in the Ṛugbeda