ଋଗ୍ବେଦସଂହିତା Ṛugbedasaṁhitā

  • ସଂ. ବି — ଋଗ୍ବେଦାନ୍ତର୍ଗତ ସ୍ତବମାନ ସଂଗୃହୀତ ହୋଇଥିବା ପୁସ୍ତକ — A collection of the hymns of the Ṛugbeda
  • ସଂ. ବି — [ଦ୍ର—ପ୍ରଥମେ ଶାକଳଋଷି ଓ ପରେ ଯଥାକ୍ରମେ ବାସ୍କଳ, ଅଶ୍ବଲାୟନ, ଶଙ୍ଖାୟନ ଓ ମଣ୍ଡୁକ ଋଷିମାନେ ଋଗ୍ବେଦ ସଂହିତାକୁ ଅଧ୍ୟୟନ କରି ସଂହିତାଗ୍ରନ୍ଥମାନ ଆରମ୍ଭ କରିଥିଲେ।]