ଉଷ୍ଣତା Ushṇatā
- ସଂ. ବି. (ଉଷ୍ଣ=ତପ୍ତ+ତା) — ଗରମୀ — Sultriness
- ସଂ. ବି. (ଉଷ୍ଣ=ତପ୍ତ+ତା) — ଉଷୁମ; ତବତ — Warmth
- ସଂ. ବି. (ଉଷ୍ଣ=ତପ୍ତ+ତା) — ତାପ — Heat
- ସଂ. ବି. (ଉଷ୍ଣ=ତପ୍ତ+ତା) — ତୀବ୍ରତା — Ardouer; ferocity
- ସଂ. ବି. (ଉଷ୍ଣ=ତପ୍ତ+ତା) — ତତ୍ପରତା; ଫୁର୍ତ୍ତି — Activity; briskness