ଉଷ୍ଣରଶ୍ମି Ushṇaraṣmi

  • ସଂ. ବି. (ବହୁବ୍ରୀହି; ଉଷ୍ଣ=ତପ୍ତ+ରଶ୍ମି=କିରଣ) — ସୂର୍ଯ୍ୟ — The sun
  • ସଂ. ବି. (ବହୁବ୍ରୀହି; ଉଷ୍ଣ=ତପ୍ତ+ରଶ୍ମି=କିରଣ) — ଅର୍କ ଗଛ — A plant