ଉଷ୍ଣ Ushṇa

  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ଗ୍ରୀଷ୍ମକାଳ — Summer; hot weather
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ରୌଦ୍ର; ଖରା; ଆତପ — The rays of the sun
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ପଲାଣ୍ଡୁ; ପିଆଜ — Onion
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ବାମ୍ଫ; ବାଷ୍ପ — Steam; vapour
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ତେଜ; କ୍ରୋଧ — Anger
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — କପଟରେ ବଢାଇଲା ଉଷ୍ଣ। —ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ବିଣ—
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ତପ୍ତ; ଗରମ; ଉଷୁମ; ତବତ — Hot; warm; sultry
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ତୀବ୍ର; ପ୍ରଖର; ପ୍ରଚଣ୍ଡ — Passionate; fierce; ardent
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ଅନଳସ; ଖର — Active
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ତତ୍ପର; ଫୁର୍ତ୍ତିବାଜ୍ — Brisk
  • ସଂ. ବି. (ଉଷ ଧାତୁ=ଦାହ କରିବା+ଣ) — ଦକ୍ଷ — Expert; competent