ଉଷ୍ଣତାମାନଯନ୍ତ୍ର Ushṅatāmānaj̄antra

  • ସଂ. ବି (ଆଧୁନିକ ପ୍ରୟୋଗ ଓ ବ୍ୟବହାର) — ଯେଉଁ ଯନ୍ତ୍ର ଦ୍ୱାରା ପଦାର୍ଥ ଶରୀରର ଉଷ୍ଣତା ପରିମିତ ହୁଏ; ତାପମାନ ଯନ୍ତ୍ର — Thermometer
  • ସଂ. ବି (ଆଧୁନିକ ପ୍ରୟୋଗ ଓ ବ୍ୟବହାର) — ବାୟୁର ଉଷ୍ଣତା ମାପିବା ଯନ୍ତ୍ର — Barometer