ଉଲ୍ଲସା Ullasā

  • ଦେ. ବି. (ସଂ. ଉଲ୍ଲାସ) — ଆନନ୍ଦ; ଆହ୍ଲାଦ; ଉଲୁସା
  • ଦେ. ବି. (ସଂ. ଉଲ୍ଲାସ) — ଶୋକରେ ରଭସା ଭସାଇଲି ଉଲ୍ଲସା ଲସା ଚାହୁଁଥିବ କରି ଆଶା। —ଭଞ୍ଜ, ପ୍ରେମସୁଧାନିଧି।