ଉଲ୍ଲସିବା Ullasibā

  • ଦେ. କ୍ରି. (ଉତ୍+ଲସ ଧାତୁ) — ଉଲସିବା (ଦେଖ)
  • ଦେ. କ୍ରି. (ଉତ୍+ଲସ ଧାତୁ) — ଗୋବିନ୍ଦ ପାଶରେ ଥିଲି ଏ ଭାଷରେ ଉଲ୍ଲସି ଉଠଇ ଚାନ୍ଦମୁହୀଁ। —ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।