ଉଲ୍ଲଂଘିତ Ullaṁghita

  • ସଂ. ବିଣ. (ଉତ୍+ଲଂଘିତ) — ଡିଆଁ ହୋଇଥିବା — Scaled over
  • ସଂ. ବିଣ. (ଉତ୍+ଲଂଘିତ) — ଯାହାକୁ କେହି ଟପିଥାଏ — Overstepped
  • ସଂ. ବିଣ. (ଉତ୍+ଲଂଘିତ) — ଅମାନ୍ୟ କରାଯାଇଥିବା — Transgressed; disobeyed