ଉଲ୍ଲମ୍ଫ Ullampha

  • ସଂ. ବି. (ଉତ୍=ଉପରକୁ+ଲମ୍ଫ) — ଉପରକୁ ଡେଇଁବା; କୁଦିବା — High-jump; leap; bound; springing up
  • ସଂ. ବି. (ଉତ୍=ଉପରକୁ+ଲମ୍ଫ) — କୌଣସି ବସ୍ତୁର ଉପର ଦେଇ ଡେଇଁଯିବା; ଟପିଯିବା — Overstepping. jumping over