ଉପାଡ଼ିବା Upāṟḍ̠ibā
- ଦେ. କ୍ରି. (ସଂ. ଉତ୍ପାଟନ) — ଉତ୍ପାଟନ କରିବା — To uproot
- ଦେ. କ୍ରି. (ସଂ. ଉତ୍ପାଟନ) — ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ। ଜଙ୍ଘୁ ଉପାଡ଼ି ହୃଷୀକେଶ। —ଜଗନ୍ନାଥ, ଭାଗବତ ।
- ଦେ. କ୍ରି. (ସଂ. ଉତ୍ପାଟନ) — ସମୂଳେ ବିନାଶ କରିବା; ମୂଳରୁ ମାରିବା — To eradicate
- ଦେ. କ୍ରି. (ସଂ. ଉତ୍ପାଟନ) — ଯାତ୍ରା ଅନକୂଳ ମୂଳ ଦେ ଉପାଡ଼ି। —କବିସୂର୍ଯ୍ୟ, କିଶୋରୀଚମ୍ପୁ. ଯ ଗୀତ।
- ଦେ. କ୍ରି. (ସଂ. ଉତ୍ପାଟନ) — ଘସାଘସି କରି ଅଙ୍ଗରୁ ହଳଦୀ ଆଦି ଅଙ୍ଗରାଗ ଛଡ଼ାଇବା — To rub off a paste (e.g. —turmeric paste, sandal anointed on the body.)