ଉପାତ୍ୟୟ Upātyaya

  • ସଂ. ବି (ଉପ+ଅତି+ଇ ଧାତୁ=ଯିବା+ଭାବ. ଅ) — ବିନାଶ; ନାଶ — Destruction
  • ସଂ. ବି (ଉପ+ଅତି+ଇ ଧାତୁ=ଯିବା+ଭାବ. ଅ) — ଆଚାରାତିକ୍ରମ; ଉଲ୍ଲଂଘନ — Overstepping the limits or customs; acting against usage; infringement of customary rules