ଉପାଦାନ Upādāna
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — — 1 । କୌଣସି ଦ୍ରବ୍ୟର ମୂଳ ସାମଗ୍ରୀ ବା ସରଞ୍ଜାମ — 1 କୌଣସି ଦ୍ରବ୍ୟର ମୂଳ ସାମଗ୍ରୀ ବା ସରଞ୍ଜାମ
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — ଉପକରଣ; ଯେଉଁ ଯେଉଁ ପଦାର୍ଥ ମିଳିତ ହେଲେ ଅନ୍ୟ ବସ୍ତୁ ଉତ୍ପନ୍ନ ହୁଏ — The elements of a substance; material; basic material
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — ପ୍ରଧାନ କାରଣ — Material cause
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — ସମବାୟୀକରଣ; ଏକତ୍ରୀକରଣ — Collection; compilation,
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — ଆଦାନ ଗ୍ରହଣ
- ସଂ. ବି (ଉପ=ନିକଟ+ଆ=ସମ୍ୟକ୍+ଦା ଧାତୁ+ଭାବ. ଅନ) — ସ୍ୱ ସ୍ୱ ବିଷୟରୁ ଇନ୍ଦ୍ରିୟମାନଙ୍କର ଆକର୍ଷଣ ବା ପ୍ରତ୍ୟାହାର — Abstraction or withdrawal of the sense from their respective objects