ଉପାଚାର୍ଯ୍ୟ Upāchārj̄āya
- ସଂ. ବି. (ଉପ=ଅଧସ୍ତନ; ସହାୟକ+ଆଚାର୍ଯ୍ୟ=ଗୁରୁ) — ସହକାରୀ ମନ୍ତ୍ରୀ — Assistant minister
- ସଂ. ବି. (ଉପ=ଅଧସ୍ତନ; ସହାୟକ+ଆଚାର୍ଯ୍ୟ=ଗୁରୁ) — ସହକାରୀ ଶିକ୍ଷକ — Assistant teacher
- ସଂ. ବି. (ଉପ=ଅଧସ୍ତନ; ସହାୟକ+ଆଚାର୍ଯ୍ୟ=ଗୁରୁ) — ଦୀକ୍ଷାଗୁରୁଙ୍କ ସହକାରୀ — Assistant to a spiritual guide