ଉପାଲମ୍ଭ Upālambha

  • ସଂ. ବି. (ଉପ+ଆ+ଲଭ ଧାତୁ=ନିନ୍ଦା କରିବା+ ଭାବ. ଅ) — — 1 । ତିରସ୍କାର; ଭର୍ତ୍ସନା; ସରୋଷବାକ୍ୟ — 1 ତିରସ୍କାର; ଭର୍ତ୍ସନା; ସରୋଷବାକ୍ୟ
  • ସଂ. ବି. (ଉପ+ଆ+ଲଭ ଧାତୁ=ନିନ୍ଦା କରିବା+ ଭାବ. ଅ) — ପ୍ରାପ୍ତି — Receipt
  • ଦେ. ବି — ପରିହାସ — Jest; sneer
  • ଦେ. ବି — ଅନେକ କଲି ଉପାଲମ୍ଭ, ତୋହର ବିତ୍ତ ବଡ଼ ଦମ୍ଭ। —ଜଗନ୍ନାଥ, ଭାଗବତ ।